Below header

ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟଙ୍କ ଦ୍ବାରା ବାଲୁକାକଳା

ପୁରୀ : ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ସମସ୍ତଙ୍କୁ ଯୋଗ ଦିବସର ଶୁଭେଛା ଜଣାଇଛନ୍ତି।

ସମସ୍ତେ ଯୋଗ କରି ନିଜକୁ ଓ ପରିବାରକୁ ସୁସ୍ଥ ରଖିବା ପାଇଁ ନିବେଦନ କରିଛନ୍ତି। ଏହି ବାଲୁକାକଳା ମାଧ୍ୟମରେ ଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.