ଗଞ୍ଜାମ ମାଣିକପୁର ଗାଁରେ ଅଭାବନୀୟ ଘଟଣା: ବିଷ ପିଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଗଞ୍ଜାମ : ବିଷ ପିଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଗଞ୍ଜାମ ଗିଲ୍ଲା ବୁଗୁଡା ଥାନା ମାଣିକପୁର ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ରୀଜା ସାହୁ । ପାରିବାରିକ କଳହରୁ ଉଭୟ ସ୍ତ୍ରୀ ଓ ସ୍ୱାମୀ ବିଷ ପିଇଥିବା ମୃତକଙ୍କ ବାପଘର ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.