Below header
Browsing Tag

poison drinking

ଗଞ୍ଜାମ ମାଣିକପୁର ଗାଁରେ ଅଭାବନୀୟ ଘଟଣା: ବିଷ ପିଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଗଞ୍ଜାମ : ବିଷ ପିଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଗଞ୍ଜାମ ଗିଲ୍ଲା ବୁଗୁଡା ଥାନା ମାଣିକପୁର ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ରୀଜା ସାହୁ । ପାରିବାରିକ କଳହରୁ ଉଭୟ ସ୍ତ୍ରୀ ଓ ସ୍ୱାମୀ ବିଷ ପିଇଥିବା ମୃତକଙ୍କ ବାପଘର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।