Below header
Browsing Tag

Yoga Day

କେବଳ ସକାଳେ ନୁହେଁ ସନ୍ଧ୍ୟାରେ ଯୋଗ କରିବା ମଧ୍ୟ ଫାଇଦାଯୁକ୍ତ, ଜାଣନ୍ତୁ ଯୋଗ ପୂର୍ବରୁ କରିବେ କ’ଣ

ଆଜି ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ କରିବା ଦ୍ବାରା ଶରୀର ସୁସ୍ଥ ରୁହେ ବୋଲି ଅନେକ କାଳରୁ ଆମ୍ଭେମାନେ ଜାଣିଛେ । ଆଉ ବର୍ତ୍ତମାନ ଲୋକମାନେ ସୁସ୍ଥ ରହିବା ପାଇଁ ପ୍ରତିଦିନ ଯୋଗ ଅଭ୍ୟାସ କରିବା ଜରୁରୀ । ଲୋକମାନେ ନିଜ କାମରେ ବ୍ୟସ୍ତ ରହୁଥିବା କାରଣରୁ କେଉଁ ସମୟରେ ଯୋଗ କରିବେ…

ଖୋର୍ଦ୍ଧାର ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଯୋଗ ଦିବସ ପାଳନ, ଭର୍ଚୁଆଲ ମାଧ୍ୟମରେ ଦିଆଗଲା ଶିକ୍ଷା

ଖୋର୍ଦ୍ଧା(କେନ୍ଯୁଜ୍): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପଲ୍ଲୀ ରୁ ଦିଲ୍ଲୀ ସବୁଠି ଯୋଗ ଅଭ୍ୟାସ କରାଯାଉଛି। ପ୍ରତିବର୍ଷ ଆଜି ଦିନରେ ଯୋଗ ଶିବିର କରାଯାଇ ଯୋଗ ଉତ୍ସବ ପାଳନ କରାଯାଏ। କିନ୍ତୁ କରୋନା ଆତଙ୍କ ଯୋଗୁ କେହି ଏକାଠି ହୋଇ ପାରୁନାହାନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ…

ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟଙ୍କ ଦ୍ବାରା ବାଲୁକାକଳା

ପୁରୀ : ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ସମସ୍ତଙ୍କୁ ଯୋଗ ଦିବସର ଶୁଭେଛା ଜଣାଇଛନ୍ତି। ସମସ୍ତେ ଯୋଗ କରି ନିଜକୁ ଓ ପରିବାରକୁ ସୁସ୍ଥ ରଖିବା ପାଇଁ ନିବେଦନ କରିଛନ୍ତି। ଏହି ବାଲୁକାକଳା…

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ସୁସ୍ଥତା ପାଇଁ ଯୋଗ’

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି 'ସୁସ୍ଥତା ପାଇଁ ଯୋଗ' । ଯାହା ଶାରିରୀକ ତଥା ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦେଇଥାଏ । କରୋନା କଟକଣା ମଧ୍ୟରେ ଯୋଗ ଦିବସକୁ ପାଳନ କରିବାକୁ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଛି।…