Below header

କଟକ କ୍ଲବର ପ୍ରଥମ ମହିଳା ସଭାପତି ହେଲେ ସଂଯୁକ୍ତା ମହାପାତ୍ର

କଟକ(କେ ନ୍ୟୁଜ): କଟକ କ୍ଲବର ପ୍ରଥମ ମହିଳା ସଭାପତି । ପ୍ରଫେସର ସଂଯୁକ୍ତା ମହାପାତ୍ର କଟକ କ୍ଲବର ପ୍ରଥମ ମହିଳା ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ୧୫୬ ବର୍ଷ ପରେ ଜଣେ ମହିଳା ସଭାପତି ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛନ୍ତି । ୧୮୬୫ ମସିହାରେ ସ୍ଥାପିତ ହୋଇଥିଲା କଟକ କ୍ଲବ୍‌ ।

ପ୍ରଫେସର ସଂଯୁକ୍ତା ମହାପାତ୍ର ଶୈଳବାଳା ମହିଳା ମହାବିଦ୍ୟାଳୟର ପୂର୍ବତନ ପ୍ରିନ୍ସିପାଲ ଥିଲେ । ଇଂରାଜୀ ବିଭାଗର ପ୍ରଫେସର ଥିଲେ ସଂଯୁକ୍ତ ମହାପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.