Below header

ରାଉରକେଲା: ଚାଉଳ ଦେବାକୁ କହି ବିବାହିତା ମହିଳାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଗଣଦୁଷ୍କର୍ମ, ସରପଞ୍ଚଙ୍କ ସ୍ବାମୀ ନାମରେ ଅଭିଯୋଗ

ବିବାହିତା ମହିଳାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଗଣଦୁଷ୍କର୍ମ ଅଭିଯୋଗ। ଏନେଇ ରାଉରକେଲା ଝିିରିପାଣି ଥାନାରେ ଅଭିଯୋଗ ଆଣିଛନ୍ତି ପୀଡ଼ିତା ମହିଳା। ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଦେବାକୁ ଡାକିନେଇ ସରପଞ୍ଚଙ୍କ ସ୍ୱାମୀ ଅଜୟ ଖାଲକୋ ଓ ତାଙ୍କ ସହଯୋଗୀ ମହିଳାକୁ ଗଣଦୁଷ୍କର୍ମ କରିଥିବା ସେ କହିଛନ୍ତି। ତେବେ ଏସଂପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଅଭିଯୋଗର ତଦନ୍ତ ଆରମ୍ଭ କରି ପୀଡିତାଙ୍କ ବୟାନ ରେକର୍ଡ କରିଛି ପୋଲିସ। ଡାକ୍ତରୀ ମାଇନା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି କହିଛି ପୋଲିସ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.