Below header

ସୌରିନ ଭଟ୍ଟଙ୍କ ଜାମିନ ଆବେଦନର ଶୁଣାଣି ଶେଷ, କୋର୍ଟରେ ଦାଖଲ ହେଲା କେସ ଡାଏରୀ

କୋର୍ଟରେ ଦାଖଲ ହେଲା କେସ ଡାଏରୀ ଓ ସିଆରପିସି ୧୬୪ ଆଧାରରେ ଵୟାନ ରେକର୍ଡ। କଣ୍ଠଶିଳ୍ପୀ ସୌରୀନଙ୍କ ନାଁରେ ବାନ୍ଧବୀଙ୍କ ସହ ଅସଦାଚରଣ ଓ ଟଙ୍କା ଠକେଇର ଅଭିଯୋଗ ରହିଛି ।

କଟକ(କେନ୍ୟୁଜ୍): ହାଇକୋର୍ଟରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଜାମିନ ଆବେଦନର ଶୁଣାଣି ଶେଷ । ରାୟ ସଂରକ୍ଷିତ। କୋର୍ଟରେ ଦାଖଲ ହେଲା କେସ ଡାଏରୀ ଓ ସିଆରପିସି ୧୬୪ ଆଧାରରେ ଵୟାନ ରେକର୍ଡ। କଣ୍ଠଶିଳ୍ପୀ ସୌରୀନଙ୍କ ନାଁରେ ବାନ୍ଧବୀଙ୍କ ସହ ଅସଦାଚରଣ ଓ ଟଙ୍କା ଠକେଇର ଅଭିଯୋଗ ରହିଛି । କଟକ ମହିଳା ଥାନାରେ ଯୁବତୀ ଅଭିଯୋଗ କରିଥିଲେ । ଯୁବତୀଙ୍କର ସିଆରପିସି ୧୬୪ ଧାରାରେ ଵୟାନ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.