Below header

୨୧ ଦଫା ଦାବିରେ କଳାବ୍ୟାଚ ପିନ୍ଧି ରାଜରାସ୍ତାରେ ଗୁରୁଦିବସ ପାଳିଲେ ଗୁରୁ

କଳାବ୍ୟାଚ ପିନ୍ଧି ରାଜରାସ୍ତାରେ ଗୁରୁଦିବସ ପାଳିଲେ ଗୁରୁ। ଭୁବନେଶ୍ବରର ଲୋୟର ପିଏମଜିରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

କଳାବ୍ୟାଚ ପିନ୍ଧି ରାଜରାସ୍ତାରେ ଗୁରୁଦିବସ ପାଳିଲେ ଗୁରୁ। ଭୁବନେଶ୍ବରର ଲୋୟର ପିଏମଜିରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ୨୧ ଦଫା ଦାବିରେ ଲୋୟର ପିଏମଜିରେ ରାଜ୍ୟରେ ବିଭିନ୍ନ ଶିକ୍ଷକ ସଂଘର ଧାରଣା ଜାରି ରହିଛି। ଆଜି କଳା ବ୍ୟାଚ ପିନ୍ଧି ଧାରଣା ସ୍ଥଳରେ ଗୁରୁ ଦିବସ ପାଳନ କରିଛନ୍ତି। ହଜାର ହଜାର ଶିକ୍ଷକ ବର୍ଷାରେ ଭିଜିଭିଡି ପ୍ରତିବାଦ କରିଛନ୍ତି। ଦାବି ପୂରଣ ନେହେଲେ ଏମିତି ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.