ଆଜିର ରାଶିଫଳ: ଏହି ରାଶିର ଲୋକେ କାର୍ଯ୍ୟରେ ସଫଳତା ପାଇବେ

ମନରେ ଆଶା ଓ ନିରାଶାର ଭାବନା ରହିବ। ଖର୍ଚ୍ଚ ଅଧିକ ହେବ। ବାପା ଓ ମା’ଙ୍କ ସମର୍ଥନ ମିଳିବ। ଅତ୍ୟଧିକ ଅଳସୁଆ ହେବେ। ପଠନ ପ୍ରତି ରୁଚି ବଢ଼ିବ। ବୌଦ୍ଧିକ କାର୍ଯ୍ୟରେ ମାନ ସମ୍ମାନ ପାଇବେ।

ମେଷ: ମନରେ ଆଶା ଓ ନିରାଶାର ଭାବନା ରହିପାରେ। ଖର୍ଚ୍ଚ ଅଧିକ ହେବ। ବାପା ଓ ମା’ଙ୍କ ସମର୍ଥନ ପାଇବେ। ଅତ୍ୟଧିକ ଅଳସୁଆ ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ପଠନ ପ୍ରତି ରୁଚି ବଢ଼ିବ। ବୌଦ୍ଧିକ କାର୍ଯ୍ୟରେ ମାନ ସମ୍ମାନ ପାଇବେ। ମନରେ ଶାନ୍ତି ଓ ସୁଖର ଭାବନା ରହିବ। ସାକ୍ଷାତକାରରେ ଆପଣ ସଫଳତା ପାଇବେ।

ମିଥୁନ: କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ। କଳା ଓ ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିପାରେ। ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ଆୟ ବୃଦ୍ଧି ପାଇବ।

କର୍କଟ: ଚାକିରି ପାଇଁ ଇଣ୍ଟରଭ୍ୟୁରେ ସଫଳତା ପାଇବେ। ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଧିକାରୀଙ୍କଠାରୁ ସମର୍ଥନ ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ।

ସିଂହ: ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ। ମା’, ବାପାଙ୍କଠାରୁ ସମର୍ଥନ ପାଇବେ। ସାଙ୍ଗମାନଙ୍କୁ ଭେଟି ପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କଥାବାର୍ତ୍ତାରେ ସଂଯତ ରୁହନ୍ତୁ।

କନ୍ୟା: ଚାକିରିରେ ପଦୋନ୍ନତିର ଅବସର ମିଳିପାରେ। ଆୟ ବୃଦ୍ଧି ପାଇବ। ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି।

ତୁଳା: ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ବୃଦ୍ଧି ଘଟିବ। ଲାଭର ସୁଯୋଗ ରହିବ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଛା: ଧୌର୍ଯ୍ୟର ଅଭାବ ରହିବ। ଚାକିରିରେ ପଦୋନ୍ନତି ପାଇପାରନ୍ତି। ପୋଷାକ ଉପରେ ଖର୍ଚ୍ଚ ବୃଦ୍ଧି ପାଇବ। ପୁରୁଣା ବନ୍ଧୁଙ୍କୁ ଭେଟିବେ। ସଞ୍ଚିତ ଅର୍ଥ ହ୍ରାସ ପାଇପାରେ।

ଧନୁ: ମନରେ ବହୁତ ଆତ୍ମବିଶ୍ୱାସ ରହିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପରିଶ୍ରମ ଅଧିକ କରିବେ।

ମକର: ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଲେଖା ଏବଂ ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆୟର ଉତ୍ସ ସୃଷ୍ଟି ହୋଇପାରେ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ।

କୁମ୍ଭ: ବାଣୀରେ ମଧୁରତା ରହିବ। ଯାତ୍ରା ଖର୍ଚ୍ଚ ବୃଦ୍ଧି ପାଇବ। ଧୌର୍ଯ୍ୟର ଅଭାବ ରହିବ। କଥାବାର୍ତ୍ତାରେ ଶାନ୍ତ ରୁହନ୍ତୁ। ସାଙ୍ଗଙ୍କ ସହାୟତାରେ ଚାକିରିର ସୁଯୋଗ ମିଳିପାରେ।

ମୀନ: ମନ ଖୁସି ରହିବ। ଆତ୍ମବିଶ୍ୱାସ ବଢ଼ିବ। ବନ୍ଧୁଙ୍କ ସମର୍ଥନ ମିଳିବ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଆତ୍ମସଂଯତ ରୁହନ୍ତୁ। ଆୟର ଉତ୍ସ ବୃଦ୍ଧି ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.