Below header

ଏପ୍ରିଲ ୩ରେ ଅତାବିରା ଓ ହିନ୍ଦୋଳ NAC ରେ ର୍ନିବାଚନ : ରାଜ୍ୟ ମୁଖ୍ୟ ର୍ନିବାଚନ କମିଶନର

ରାଜ୍ଯରେ ଅତାବିରା ଓ ହିନ୍ଦୋଳ NAC ରେ ର୍ନିବାଚନ ହେବ। ଏପ୍ରିଲ ୩ରେ ଭୋଟ ଗ୍ରହଣ। ଏପ୍ରିଲ ୫ରେ ଭୋଟ ଗଣତି ରହିଛି। ରାଜ୍ଯ ର୍ନିବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦେଇଛନ୍ତି। ମାର୍ଚ୍ଚ ୩ରେ ର୍ନିବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।ନାମାଙ୍କନ ପ୍ରକ୍ରିୟା ୯ ମାର୍ଚ୍ଚ ରୁ ୧୫ ଯାଏଁ ଚାଲିବ। ମାର୍ଚ୍ଚ ୧୭ ରେ ଯାଞ୍ଚ ପ୍ରକ୍ରିୟା ହେବ।ଏହି ଦୁଇଟି NACର କାର୍ଯ୍ଯକାଳ ଏପ୍ରିଲ ୧୨ ରେ ଶେଷ ହେବ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ଯରେ ଅତାବିରା ଓ ହିନ୍ଦୋଳ NAC ରେ ର୍ନିବାଚନ ହେବ। ଏପ୍ରିଲ ୩ରେ ଭୋଟ ଗ୍ରହଣ। ଏପ୍ରିଲ ୫ରେ ଭୋଟ ଗଣତି ରହିଛି। ରାଜ୍ୟ ମୁଖ୍ୟ ର୍ନିବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦେଇଛନ୍ତି। ମାର୍ଚ୍ଚ ୩ରେ ର୍ନିବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।ନାମାଙ୍କନ ପ୍ରକ୍ରିୟା ୯ ମାର୍ଚ୍ଚ ରୁ ୧୫ ଯାଏଁ ଚାଲିବ। ମାର୍ଚ୍ଚ ୧୭ ରେ ଯାଞ୍ଚ ପ୍ରକ୍ରିୟା ହେବ।ଏହି ଦୁଇଟି NACର କାର୍ଯ୍ଯକାଳ ଏପ୍ରିଲ ୧୨ ରେ ଶେଷ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.