Below header

ନାଲ୍‌କୋ ଅଁଳାବାଡ଼ିରେ ୧୪୪ ଧାରା, କମ୍ପାନୀରେ ନିଯୁକ୍ତି ଦାବିରେ ଗତ ୧୭ ତାରିଖରୁ ଚାଲିଛି ଅନ୍ଦୋଳନ ଓ ରାସ୍ତାରୋକ

ଅନୁଗୁଳ: ନାଲ୍‌କୋ ଅଁଳାବାଡ଼ିରେ ୧୪୪ ଧାରା। କମ୍ପାନୀରେ ନିଯୁକ୍ତି ଦାବିରେ ଗତ ୧୭ ତାରିଖରୁ ଚାଲିଛି ଅନ୍ଦୋଳନ ଓ ରାସ୍ତାରୋକ। ଥଇଥାନ ଉପରେ ପୁନଃ ଥଇଥାନ ଦାବିରେ LDP ସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି।

ଆନ୍ଦୋଳନକାରୀମାନେ ଖଣି ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଦାମନଯୋଡି ନାଲ୍‌କୋରେ ୩ ଦିନ ହେଲା ବନ୍ଦ ରହିଛି ଖନନ କାର୍ଯ୍ୟ। ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ପୋଲିସ ଗାଡ଼ି ଭାଙ୍ଗିବା ସହ ଜଣେ ଆହତ ହୋଇଛନ୍ତି। ଶାନ୍ତି ବଜାୟ ରଖିବାକୁ ଆନ୍ଦୋଳନକାରୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.