ବ୍ରହ୍ମପୁର ଏସପି ଅଫିସ ପରିସରରେ ଅଭାବନୀୟ ଘଟଣା, କିରୋସିନି ଢାଳି ନିଜ ଦେହରେ ନିଆଁ ଲଗାଇଲେ ମହିଳା
ବ୍ରହ୍ମପୁର : ବ୍ରହ୍ମପୁର ଏସପି ଅଫିସ ପରିସରରେ ଅଭାବନୀୟ ଘଟଣା । କିରୋସିନି ଢାଳି ନିଜ ଦେହରେ ନିଆଁ ଲଗାଇଲେ ମହିଳା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମକେସିଜିରେ ଭର୍ତ୍ତି । ଗତ କିଛି ଦିନ ପୂର୍ବରୁ ଏକ ଗଣ୍ଡଗୋଳ ଘଟଣାରେ ମହିଳାଙ୍କ ପୁଅକୁ ଗିରଫ କରିଥିଲା ପୋଲିସ।