ତିରୁପତିଙ୍କ ଦର୍ଶନ କରିବେ ବରିଷ୍ଠ ନାଗରିକ: ଭୁବନେଶ୍ୱରରୁ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ତିରୁପତିଙ୍କ ଦର୍ଶନ କରିବେ ବରିଷ୍ଠ ନାଗରିକ । ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭେଲୋରୋ ଅଭିମୁଖେ ବାହାରିବ ବରିଷ୍ଠ ନାଗରିକ ତୀର୍ଥଯାତ୍ରା । ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇବେ ବରିଷ୍ଠ ନାଗରିକ ।

ଭୁବନେଶ୍ୱର (କେନ୍ୟୁଜ): ତିରୁପତିଙ୍କ ଦର୍ଶନ କରିବେ ବରିଷ୍ଠ ନାଗରିକ । ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭେଲୋରୋ ଅଭିମୁଖେ ବାହାରିବ ବରିଷ୍ଠ ନାଗରିକ ତୀର୍ଥଯାତ୍ରା । ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇବେ ବରିଷ୍ଠ ନାଗରିକ । ଭୁବନେଶ୍ଵର ରେଳ ଷ୍ଟେସନୃରୁ ସ୍ଵତନ୍ତ୍ର ଟ୍ରେନ ବାହାରିବ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ ଭୁବନେଶ୍ଵର ରେଳ ଷ୍ଟେସନ ଛାଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ।
ବରିଷ୍ଠ ନାଗରିକମାନେ ପାଇବେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ତିରୁପତି-ଭେଲୋର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #Odisha pic.twitter.com/NtrSeDu01M
— CMO Odisha (@CMO_Odisha) February 8, 2024