ବାଲେଶ୍ୱର ବସ୍ତା ଥାନା ହଳଦୀପାଳ ବଜାରରେ ସିରିଜ ଲୁଟ, ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ହଳଦୀପାଳ ବଜାରରେ ସିରିଜ ଲୁଟ । ହଳଦୀପାଳ ବଜାରରେ ଥିବା ସଞ୍ଜନା ନାମକ ଏକ ଅଳଙ୍କାର ଦୋକାନ ଓ ଇଣ୍ଡିକ୍ୟାସ ଏଟିଏମରୁ ଲୁଟ କରାଯାଇଥିବା ସୂଚନା ମିଳିଛି । ଗହଣା ଦୋକାନ ମାଲିକ ହେମନ୍ତ କାମିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଦୋକାନରୁ ୫ଶହ ଗ୍ରାମ ସୁନା ଓ ୧୫କେଜି ରୁପା ଲୁଟ ହୋଇଥିବା ଜଣାପଡିିଛି । ଏନେଇ ବସ୍ତା ଥାନାରେ ଅଭିଯୋଗ କରାଯାଇଥିଲା । ଖବର ପାଇ ବସ୍ତା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି ।

 

 

Leave A Reply

Your email address will not be published.