Below header

ପଶ୍ଚିମବଙ୍ଗ ହୁଗୁଳିରେ ବିଜେପି ନେତାଙ୍କୁ ହତ୍ୟା, ଟିଏମସି ଉପରେ ଆସିଲା ଅଭିଯୋଗ

ପଶ୍ଚିମବଙ୍ଗରେ ଆଉ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ରବିବାର ସକାଳେ ହୁଗୁଳି ନଦୀର ଗୋଘାଟ କେନାଲ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କାଶୀନାଥ ଘୋଷ।

ଏହାସହ ପଢ଼ନ୍ତୁ: ଟଙ୍କା ଲୋଭରେ ପଡି ମା’ ବିକି ଦେଲା ତିନି ମାସର ପିଲା, ଜାଣନ୍ତୁ କ’ଣ ହେଲା ତାପରେ

ତୃଣମୂଳ କଂଗ୍ରେସ(ଟିଏମସି) ନେତା ଲାଲଚାନ୍ଦ ବାଗଙ୍କୁ ହତ୍ୟା କରାଯିବା ଘଟଣାରେ ସେ ସମ୍ପକ୍ ଥିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଥିଲା। ତେଣୁ ବିଜେପିର ଅଭିଯୋଗ ଅନୁଯାୟୀ, କାଶୀନାଥଙ୍କୁ ହତ୍ୟା କରାଯିବା ପଛରେ ଟିଏମସିର ହାତ ଥାଇପାରେ। ତେବେ ପୋଲିସ ଏହି ପୂରା ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.