କିଟରେ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଗଛ ଲଗାଇଲେ ଅନେକ ଛାତ୍ରଛାତ୍ରୀ

କିଟ୍‌ ବିଶ୍ୱବିଦ୍ୟାଳୟର ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆକ୍ଟିଭିଟି ସେଣ୍ଟର ଉପ-ନିର୍ଦ୍ଦେଶକ ଡାକ୍ତର ଶ୍ୟାମସୁନ୍ଦର ବେଉରାଙ୍କ ତତ୍ତ୍ୱାବଧାନରେ କିଟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭୁବନେଶ୍ୱରର ହଂଶପାଳର ସିମ୍ପୋଥିକ ମଲ ପରିସରରେ ବୃକ୍ଷରୋପଣ କରାଯାଇଛି । ସିମ୍ପୋଥିକ ମଲ ତରଫରୁ ଏହି ବୃକ୍ଷର ରକ୍ଷଣାବେକ୍ଷଣ କରାଯିବ ବୋଲି ମଲର ଚିଫ୍‌ ସିକ୍ୟୁରୁଟି ଅଫିସର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.