ନିଜ ଭିଟାମାଟିର ସୁରକ୍ଷା ପାଇଁ ସବୁବେଳେ ପ୍ରସ୍ତୁତ ବେଙ୍ଗ ମା’, ବୟସର ଅପରାହ୍ନରେ ଲଗାଉଛନ୍ତି ଗଛ
କୋଣାର୍କ: ସାମୁଦ୍ରିକ ଜୁଆର ଓ ବାତ୍ୟା ପବନ ଦାଉରୁ ଭିଟାମାଟିକୁ ରକ୍ଷା ଦେବା ପାଇଁ ଆଗଭର ଜଣେ ବୁଢ଼ୀ ମାଉସୀ । ବୟସର ଅପରାହ୍ନରେ ନିଜ ଗାଁ ଆଗରେ ବାଡ଼କୁ ନୂଆ ରୂପ ଦେଇଛନ୍ତି । ଧନ ଜୀବନ ସହିତ ଆଗାମୀ ପିଢ଼ିକୁ ରକ୍ଷା କରିବା ପାଇଁ ୨୫ ବର୍ଷ ହେଲା ନିରନ୍ତର ବୃକ୍ଷ ଲଗାଇବା ସହିତ ତାର ଯତ୍ନରେ…