Browsing Tag

jewellery shop looted

ଆଜବେଷ୍ଟସ ଭାଙ୍ଗି ଦୋକାନର ଭିତରେ ପଶିଲେ ଲୁଟେରା, ଲୁଟି ନେଲେ ୧୦ କେଜି ଚାନ୍ଦି ଅଳଙ୍କାର

ରାଉରକେଲା : ରାତିରେ ଆଜବେଷ୍ଟସ ଭାଙ୍ଗି ଦୋକାନର ଭିତରେ ପଶିଲେ ଲୁଟେରା  । ବୁଲାଇ ଦେଲେ କଳାକନା । ଲୁଟି ନେଲେ ୧୦ କେଜିରୁ ଅଧିକ ଚାନ୍ଦି ଅଳଙ୍କାର । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷରୁ ଅଧିକ ହେବ ।  ଏପରି ଏକ ଘଟଣା ରାଜଗାଙ୍ଗପୁର ସହରରେ ଥିବା ଏକ ସୁନା ଦୋକାନରେ ଘଟିଛି ।…

ରାଜଧାନୀରେ ଅସ୍ତବ୍ୟସ୍ତ କରିଦେଲେଣି ଲୁଟେରା: ପୁଣି ସୁନା ଦୋକାନରୁ ଗହଣା ଭର୍ତ୍ତି ବ୍ୟାଗ ନେଇ  ଛୁ ମାରିଲେ ଦୁଇ…

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଅସ୍ତ ବ୍ୟସ୍ତ କରିଦେଲେଣି ଲୁଟେରା । ଦୁଇ ଦିନ ଧରି ମେଡିସିନି ଦୋକାନରୁ ଚୋରି କରିଚାଲିଛନ୍ତି ଲୁଟେରା। ଏବେ ଲଷ୍ମୀ ସାଗର ଅଞ୍ଚଳରେ ଏକ ଗହଣା ଦୋକାନରୁ ସୁନା ରୁପା ଭର୍ତ୍ତି ବ୍ୟାଗ ନେଇ ଛୁ ମାରିଛନ୍ତି ଦୁଇ ଲୁଟେରା । ଗତ ଦୁଇ ଦିନ ତଳେ ଘଟିଛି ଘଟଣା।…

ଭୁବନେଶ୍ବର: ଡେଲଟା ଛକରେ ମାତିଲେ ସଟର ତଡା ଡକାୟତ, ସୁନା ଦୋକାନରେ ବୁଲାଇଦେଲେ କଳା କନା

କେନ୍ୟୁଜ୍(ବ୍ୟୁରୋ):ରାଜଧାନୀରେ ବଡ଼ ଧରଣର ଚୋରି । ଭୁବନେଶ୍ବର ଡେଲଟା ଛକର ସୁନା ଦୋକାନର ସଟର ତାଡି ନେଇଗଲେ କୋଟିଏ ଟଙ୍କାର ସୁନା ଗହଣା । ଡେଲଟା ଛକରେ ଥିବା  ଲକ୍ଷ୍ମୀ ନାରାୟଣ ସୁନା ଦୋକାନରୁ ସଟ ତାଡି ଦୁର୍ବୃତ୍ତ ଲୁଟ କରିଥିବା ନେଇ ଖଣ୍ଡଗିରି ଥାନାର ଏତଲା ଦେଇଛନ୍ତି ଦୋକାନ ମାଲିକ ।…

ବାଲେଶ୍ୱର ବସ୍ତା ଥାନା ହଳଦୀପାଳ ବଜାରରେ ସିରିଜ ଲୁଟ, ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ହଳଦୀପାଳ ବଜାରରେ ସିରିଜ ଲୁଟ । ହଳଦୀପାଳ ବଜାରରେ ଥିବା ସଞ୍ଜନା ନାମକ ଏକ ଅଳଙ୍କାର ଦୋକାନ ଓ ଇଣ୍ଡିକ୍ୟାସ ଏଟିଏମରୁ ଲୁଟ କରାଯାଇଥିବା ସୂଚନା ମିଳିଛି । ଗହଣା ଦୋକାନ ମାଲିକ ହେମନ୍ତ କାମିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଦୋକାନରୁ ୫ଶହ ଗ୍ରାମ ସୁନା ଓ ୧୫କେଜି…

ସୋରଡ଼ା ବଜାରରେ ବଡ଼ଧରଣର ଚୋରୀ, ଦୋକାନ ତାଲା ଭାଙ୍ଗି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରୀ

ସୋରଡ଼ା(କେନ୍ୟୁଜ୍) : ସୋରଡ଼ା ବଜାରରେ ବଡ଼ଧରଣର ଚୋରୀ। ଗଞ୍ଜାମ ଜିଲ୍ଲା ସୋରଡା ବଡଦାଣ୍ଡରେ ଥିବା ସୁନା ଦୋକାନରେ ଲକ୍ଷାଧିକ ଟଙ୍କାର ଚୋରୀ ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁବୁର୍ତ୍ତ ଦୋକାନ ତାଲା ଭାଙ୍ଗି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରୀ କରିଥିବା ଜଣାପଡିଛି।…