Below header

ଅଗ୍ନିକାଣ୍ଡରେ ୭ ଗୋରୁ ଜୀବନ୍ତ ଦଗ୍ଧ, ୪ ଗୁରୁତର

ବ୍ରହ୍ମଗିରି(କେନ୍ୟୁଜ୍) : ଅଗ୍ନିକାଣ୍ଡରେ ୭ ଗୋରୁ ଜୀବନ୍ତ ଦଗ୍ଧ । ପୁରୀ ଜିଲ୍ଲା ବ୍ରହ୍ମଗିରି ହାଣ୍ଡିଆଳି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ଟି ଗାଇ ବଳଦ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୪ଟି ଗୁରୁତର ହୋଇଛନ୍ତି । ଗାଁର କଂଗ୍ରେସ ବେହେରାଙ୍କ ଗୁହାଳରେ ମଶା ନହେବା ପାଇଁ ଧୂଆଁ ଦିଆଯାଇଥିଲା । ଏଥିରୁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.