Below header

ସୁନାମଧନ୍ୟା ଗାୟିକା ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର

ବହୁ ବର୍ଷ ଧରି କ୍ୟାନ୍ସର ରେ ପୀଡ଼ିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉ ଥିଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ଦୀର୍ଘ ୭ ଦିନ ହେବ ଘରୋଇ ହସପିଟାଲରେ ଚିକିତ୍ସା ଚାଲିଛି ।

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ସଙ୍ଗିତ ଜଗତର ସୁନାମଧନ୍ୟ ଗାୟିକା ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର।  ବହୁ ବର୍ଷ ଧରି କ୍ୟାନ୍ସର ରେ ପୀଡ଼ିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉ ଥିଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ଦୀର୍ଘ ୭ ଦିନ ହେବ ଘରୋଇ ହସପିଟାଲରେ ଚିକିତ୍ସା ଚାଲିଛି ।

 ଆଜି ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି  ଏବେ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରିଥିବାବେଳେ ମୃତ୍ୟୁ କଥା ଗୁଜବ ବୋଲି ଶାନ୍ତିଲତା କଲ୍ଚରାଲ ଟ୍ରଷ୍ଟ ସଦସ୍ୟଙ୍କ ପକ୍ଷରୁ କୁହାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.