Below header

ବାତ୍ୟା ଫନି ପାଇଁ ପୁରୀରୁ ସ୍ପେଶାଲ ଟ୍ରେନ୍‌, ପର୍ଯ୍ୟଟକ ମାନଙ୍କୁ ସ୍ଥାନାନ୍ତର ପାଇଁ ୫ଟି ସ୍ୱତନ୍ତ୍ର OSRTC ବସ୍‌ର ବ୍ୟବସ୍ଥା

ପୁରୀ(କେନ୍ୟୁଜ୍): ବାତ୍ୟା ଫନି ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ। ପର୍ଯ୍ୟଟକ ମାନଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ୫ଟି ସ୍ୱତନ୍ତ୍ର OSRTC ବସ୍‌ର ବ୍ୟବସ୍ଥା କରାଯାଇଛି। ଏହା କୋଲକତା ପର୍ଯ୍ୟନ୍ତ ଯିବ। ସେପଟେ ବାତ୍ୟା ଫନି ପାଇଁ ପୁରୀରୁ ସ୍ପେଶାଲ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ପୁରୀରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯିବ। ପୁରୀରୁ ସାଲିମାରକୁ ଯିବ ଏହି ସ୍ୱତନ୍ତ୍ର ଟ୍ରେନ୍‌। ପୁରୀରୁ ସାଲିମାରକୁ ଯିବ ଏହି ସ୍ୱତନ୍ତ୍ର ଟ୍ରେନ୍‌। ଖୋର୍ଦ୍ଧା ରୋଡ,ଭୁବନେଶ୍ୱର,କଟକ,ଯାଜପୁର ରୋଡ,ଭଦ୍ରକ, ବାଲେଶ୍ୱର ଓ ଖଡଗପୁରରେ ରହିବ ଏହି ସ୍ୱତନ୍ତ୍ର ଟ୍ରେନ୍‌। ଦିନ ୧.୩୦ରେ ଭୁବନେଶ୍ୱରରେ ପହଞ୍ଚିବ ଏହି ସ୍ୱତନ୍ତ୍ର ଟ୍ରେନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.