Below header

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ, ସ୍ଥଗିତ ରଖିଲା ବାର କାଉନସିଲ ଅଫ ଇଣ୍ଡିଆ

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ। ସ୍ଥଗିତ ରଖିଲା ବାର କାଉନସିଲ ଅଫ ଇଣ୍ଡିଆ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିର୍ବାଚନ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ। ସ୍ଥଗିତ ରଖିଲା ବାର କାଉନସିଲ ଅଫ ଇଣ୍ଡିଆ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିର୍ବାଚନ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାର କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ବାଚନ ସ୍ଥଗିତ ରହିଛି। ଆସନ୍ତା କାଲି ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା। ଏହି ନିର୍ବାଚନରେ ବେନିୟମ ହେଉଥିବାର ଅଭିଯୋଗ ହୋଇଛି। ଏ ନେଇ ତଦନ୍ତ କରିବେ ବିସିଆଇର ତିନି ଜଣିଆ କମିଟି। କମିଟିର ନେତୃତ୍ୱ ନେବେ ହାଇକୋର୍ଟର ପୂର୍ବତନ ବିଚାରପତି। ୩୦ଦିନ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବେ। ଏହା ପରେ ନିର୍ବାଚନ ତାରିଖ ଘୋଷଣା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.