Below header

Starbucksର ସିଇଓ ଭାବେ ନିଯୁକ୍ତ ହେଲେ ଓଡ଼ିଶାର ସୁଶାନ୍ତ ଦାଶ

ବିଶ୍ୱର ସର୍ବବୃହତ କଫି ହାଉସ ଷ୍ଟାରବକ୍ସର ସିଇଓ ବା ଚିଫ ଏକଜ୍ୟୁକେଟିଭ ଅଫିସର ଭାବେ ନିଯୁକ୍ତ ହେଲେ ଓଡିଶାର ସୁଶାନ୍ତ ଦାଶ । ସୂଚନା ଦେଉଛୁକି, ବିଶ୍ୱର ସବୁଠୁ ବଡ ତଥା ଏହି ନାମୀ କଫି କମ୍ପାନୀର ଟାଟା ସହିତ ଭାଗିଦାରୀ ଅଛି । ଏହି ପ୍ରିମିୟମ କଫି କମ୍ପାନୀର ସିଇଓ ଭାବେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ କାର୍ଯ୍ୟକାଳ ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ । ଅର୍ଥାତ ସେ ମେ ପହିଲାରେ ଦାୟିତ୍ୱ ଗ୍ରହଣ କରିବେ ।

୨୦୧୨ରେ ଭାରତୀୟ ବଜାରରେ ପ୍ରବେଶ କରିଥିଲା ଷ୍ଟାରବକ୍ସ । ଟାଟା କମ୍ପାନୀ ସହିତ ଏହାର ୫୦-୫୦  ପ୍ରତିଶତର ଭାଗିଦାରୀ ରହିଛି । ବର୍ତ୍ତମାନ ସମୟରେ ଏହି କମ୍ପାନୀ ଭାରତର ୧୭ଟି ସହରରେ ୨୧୬ଟି ଷ୍ଟୋର ପରିଚାଳନା କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.