Below header

୯ ବର୍ଷୀୟ ଝିଅର ସନ୍ଦେହଜନକ ମୃତ୍ୟୁ, ବାପା ଅଟକ

ନାବାଳିକାର ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଲପୁର ଗାଁରେ ଅଘଟଣ l ଜଣେ ୯ବର୍ଷୀୟ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ l ଘର ଭିତରେ ପଡି ରହିଛି ନାବାଳିକାର ମୃତ ଶରୀର l

ଗଞ୍ଜାମ(କେନ୍ୟୁଜ୍‌) : ନାବାଳିକାର ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଲପୁର ଗାଁରେ ଅଘଟଣ l ଜଣେ ୯ବର୍ଷୀୟ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ l ଘର ଭିତରେ ପଡି ରହିଛି ନାବାଳିକାର ମୃତ ଶରୀର l ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ବାପା ଗୋପାଳ ବେହେରାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ l ପ୍ରତିଦିନ ପରି ଆଜି ମଧ୍ୟ ମାଆ ବାହାରକୁ କାମକୁ ଯାଇଥିବା ବେଳେ ଘରେ କେବଳ ବାପା ଗୋପାଳ ବେହେରା, ଝିଅ ଏବଂ ଏକମାତ୍ର ସାନ ପୁଅ ରହିଥିଲେ l ଆଲପୂର ସ୍ଥିତ ODRP ଘରେ ରହୁଥିଲେ ଗୋପାଳଙ୍କ ପରିବାର l ତେବେ ନାବାଳିକ ଝିଅର କିପରି ମୃତ୍ୟୁ ହେଲା ସେନେଇ ଖଲ୍ଲିକୋଟ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.