Below header

ଲୋକଙ୍କ ଅସୁବିଧା ଦେଖି ଡ୍ରେନ ସଫେଇ କଲେ ତହସିଲଦାର ଏବଂ ଥାନା ଅଧିକାରୀ

ଯାଜପୁର (କେନ୍ୟୁଜ୍) : ଡ୍ରେନ ସଫେଇ କଲେ ତହସିଲଦାର ଓ ଥାନା ଅଧିକାରୀ । ଯାଜପୁର ଜିଲ୍ଲା ଜାରକା ବଜାରରେ ବର୍ଷାଜଳ ନିଷ୍କାସନ ହୋଇ ପାରୁ ନଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସଫେଇ ପାଇଁ ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନଥିଲା । ଏନେଇ ଧର୍ମଶାଳା ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ଡ୍ରେନ ସଫେଇ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.