Below header
Browsing Tag

drain clean

ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଚାଲିଛି ଯୋରଦାର କାମ: କଟକର ବଡ ବଡ ଡ୍ରେନର କ୍ଲିୟରାନ୍ସ ପଏଣ୍ଟରେ…

କଟକ(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି କଟକ ସହରର ବଡ ବଡ ଡ୍ରେନର କ୍ଲିୟରାନ୍ସ ପଏଣ୍ଟରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାମ ଚାଲିଛି । କଟକ ମେୟର ସୁବାସ ସିଂ ଓ କମିଶନର ଅନନ୍ୟା ଦାଶ ଜାଇକା କର୍ତ୍ତୃପକ୍ଷଙ୍କ ସହ ମିଶି ମାତୃଭବନ ନିକଟ ଗେଟ୍‌, ପ୍ରଭାତ ସିନେମା ପାଖ…

ରୋଜଗାର ଛଡ଼ାଇ ନେଲା କରୋନା, ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର ଓ ଡବଲ ଗ୍ରାଜୁଏଟ୍

କରୋନା ମହାମାରୀ ଯୋଗୁ କିଏ ନିଜ ଜୀବନ ହରାଉଛି ତ ଆଉ କିଏ ଜୀବିକା। ସ୍ଥିତି ଏମିତି ହୋଇଛି ଯେ ରାସ୍ତାକୁ ଚାଲି ଆସିଛନ୍ତି ବଡ଼ ବଡ଼ କମ୍ପାନୀରେ କରୁଥିବା କର୍ମଚାରୀ। ଦିନେ ଆଇଟି ଇଞ୍ଜିନିୟର ଭାବେ କାମ କରୁଥିବା ଯୁବକ ଆଜି କରୁଛନ୍ତି ନାଳ ସଫା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର…

ଲୋକଙ୍କ ଅସୁବିଧା ଦେଖି ଡ୍ରେନ ସଫେଇ କଲେ ତହସିଲଦାର ଏବଂ ଥାନା ଅଧିକାରୀ

ଯାଜପୁର (କେନ୍ୟୁଜ୍) : ଡ୍ରେନ ସଫେଇ କଲେ ତହସିଲଦାର ଓ ଥାନା ଅଧିକାରୀ । ଯାଜପୁର ଜିଲ୍ଲା ଜାରକା ବଜାରରେ ବର୍ଷାଜଳ ନିଷ୍କାସନ ହୋଇ ପାରୁ ନଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସଫେଇ ପାଇଁ ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନଥିଲା । ଏନେଇ…