Below header

ଗୁରୁ ପୂର୍ଣ୍ଣିମାରେ ଗୁରୁ ଅଟକ

କେନ୍ଦ୍ରାପଡ଼ା : ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କୁ ଅଟକ ରଖିଲେ ଲୋକ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ସାନମାଣତିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା । ପୂର୍ବରୁ ଥିବା କୌଣସି ବିବାଦକୁ କେନ୍ଦ୍ର କରି ଅଟକ ରଖାଯାଇଥିବା ସୂଚନା ରହିଛି । ତେବେ ଗୁରୁପୂର୍ଣ୍ଣିମା ପରି ଏକ ପବିତ୍ର ଦିନରେ ଗୁରୁଙ୍କୁ ଅଟକ ରଖିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.