Below header

୧୫ରୁ ଅସହ୍ୟ ତାତି : ୧୮ ଯାଏଁ ନିସ୍ତାର ନାହିଁ

ଗତକାଲି ୪୦ ଡିଗ୍ରୀ ଉପରେ ୧୬ଟି ସହରର ତାପମାତ୍ରା ରେକର୍ଡ କରାଯାଇଥିଲା। ରାଜ୍ୟବ୍ୟାପୀ ଅସହ୍ୟ ଖରାର ପ୍ରକୋପ ଜାରି ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ୧୫ରୁ ଆହୁରି ଅସହ୍ୟ। ୧୮ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି କହିଛି ପଣିପାଗ ବିଭାଗ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ୱାଭାବିକ ଗରମ ଲାଗି ରହିବ । ଗତକାଲି ୪୦ ଡିଗ୍ରୀ ଉପରେ ୧୬ଟି ସହରର ତାପମାତ୍ରା ରେକର୍ଡ କରାଯାଇଥିଲା। ରାଜ୍ୟବ୍ୟାପୀ ଅସହ୍ୟ ଖରାର ପ୍ରକୋପ ଜାରି ରହିଛି । ବୌଦ୍ଧ ଓ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ଟାଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.