Below header

ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ: ୩୯.୫ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

୪୦ ଡିଗ୍ରୀ ଟପିପାରେ ତାପମାତ୍ରା । ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟର ଦୁଇଟି ସ୍ଥାନରେ ତାତି ୩୯ ଡିଗ୍ରୀ ଛୁଇଁଥିବା ବେଳେ ୯ଟି ସ୍ଥାନରେ ତାତି ୩୮ ଡିଗ୍ରୀ ରହିଛି । ୩୯.୫ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।

ଭୁବନେଶ୍ୱର (କେନ୍ୟୁଜ୍): କମିବ କାଳବୈଶାଖୀ, ଆହୁରି ବଢ଼ିବ ତାତି । ୪୦ ଡିଗ୍ରୀ ଟପିପାରେ ତାପମାତ୍ରା । ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ରାଜ୍ୟର ଦୁଇଟି ସ୍ଥାନରେ ତାତି ୩୯ ଡିଗ୍ରୀ ଛୁଇଁଥିବା ବେଳେ ୯ଟି ସ୍ଥାନରେ ତାତି ୩୮ ଡିଗ୍ରୀ ରହିଛି । ୩୯.୫ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ।

ସମୁଦ୍ରରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ବାୟୁ ଓ ଉପରସ୍ତରରେ ଥିବା ଶୁଷ୍କ ଓ ଗ୍ରୀଷ୍ମ ବାୟୁ ପ୍ରଭାବରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.