Below header

ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ନିର୍ମାଣକୁ କରାଯିବ ଉଚ୍ଛେଦ

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ନିର୍ମାଣକୁ ଉଚ୍ଛେଦ କରାଯିବ । ହେଲେ ଶ୍ରୀମନ୍ଦିର ନୀତି ସହ ଜଡ଼ିତ ଥିବା ମଠ ଓ ମନ୍ଦିରକୁ ବାଦ୍ ଦିଆଯାବ । ସିଂହଦ୍ୱାର ଦୁଇ ପାର୍ଶ୍ୱରେ ଥିବା ଛାଉଣୀ ଓ ବଡ଼ଛତା ମଠ, ଦକ୍ଷିଣଦ୍ୱାରରେ ଥିବା ମହାବୀର ମନ୍ଦିର ଉଚ୍ଛେଦ କାର୍ଯ୍ୟରୁ ବାଦ୍ ପଡ଼ିବା ସମ୍ବାବନା ରହିଛି । ସେହିପରି ହାଇକୋର୍ଟରେ ମାମଲା ଚାଲିଥିବା କିଛି ନିର୍ମାଣକୁ ମଧ୍ୟ ବାଦ୍ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରି ତାର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.