Below header

ରାୟଗଡ଼ା: କଲ୍ୟାଣସିଂହପୁରରେ ପ୍ରବଳ ବର୍ଷା ଯୋଗୁ ଧୋଇଗଲା ଅସ୍ଥାୟୀ ପୋଲ, ୬ଟି ପଞ୍ଚାୟତବାସୀ ବାହ୍ୟଜଗତରୁ ବିଚ୍ଛିନ୍ନ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପ୍ରବଳ ବର୍ଷା। କଲ୍ୟାଣୀ ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ ଧୋଇଗଲା ଅସ୍ଥାୟୀ ପୋଲ। ଫଳରେ ୬ଟି ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛିଯ। କଲ୍ୟାଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ସେପଟେ ରାୟଗଡ଼ାରେ ଗତ ୨ବର୍ଷ ତଳେ ବନ୍ୟା ହୋଇଥିବା ବେଳେ ସ୍ଥାୟୀ ପୋଲ ନିର୍ମାଣରେ ବିଳମ୍ବ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.