Below header

ବାଲି ଚୋରାଚାଲାଣ ବେଳେ ଚଢାଉ, ୧୦ଟି ଟ୍ରାକ୍ଟର ଜବତ

ରାୟଗଡ଼ା(କେନ୍ଯୁଜ୍): ବାଲି ଚୋରାଚାଲାଣ ବେଳେ ଚଢାଉ । ୧୦ଟି ଟ୍ରାକ୍ଟର ଜବତ । ରାୟଗଡ଼ା ନାଗାବଳୀପଠାରୁ ଆନ୍ଧ୍ର ବ୍ୟବସାୟୀ ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଥିଲା । ଖବର ପାଇ ରାୟଗଡ଼ା ତହସିଲଦାର ତାପସ ରାଉତଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢଉ କରିଥିଲେ ।

୧୦ ଟି ଟ୍ରାକ୍ଟରକୁ ଜବତ କରି ତହସିଲ କାର୍ଯ୍ୟାଳୟ ପରିସରରେ ଅଟକ ରଖାଯାଇଛି । ଏହା ସହ ଟ୍ରାକ୍ଟର ମାଲିକଙ୍କ ଠାରୁ ୧୦ ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.