Below header
Browsing Tag

sand smuggling

ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ, ଦୁଇଟି ଗାଁରେ ଲାଗିଲା ୧୪୪ ଧାରା

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର ଶେଷ ସୀମାରେ ରହିଛି ଶୁକୃଲି ବ୍ଲକ । ଏହି ବ୍ଲକ ରେ ବାଲି ମାଫିଆଙ୍କ ଆତଙ୍କ ଥିଲା । ଏହାକୁ ଦମନ କରିବାକୁ ନେଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଶୁକୃଲି ବ୍ଲକ ରେ ଦୁଇଟି ଗାଁ ରେ ଲାଗିଲା ୧୪୪ ଧରା । ବାଲି ମାଫିଆଙ୍କୁ ରୋକିବା ପାଇଁ କରଞ୍ଜିଆ…

ବାଲି ଚୋରାଚାଲାଣ ବେଳେ ଚଢାଉ, ୧୦ଟି ଟ୍ରାକ୍ଟର ଜବତ

ରାୟଗଡ଼ା(କେନ୍ଯୁଜ୍): ବାଲି ଚୋରାଚାଲାଣ ବେଳେ ଚଢାଉ । ୧୦ଟି ଟ୍ରାକ୍ଟର ଜବତ । ରାୟଗଡ଼ା ନାଗାବଳୀପଠାରୁ ଆନ୍ଧ୍ର ବ୍ୟବସାୟୀ ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଥିଲା । ଖବର ପାଇ ରାୟଗଡ଼ା ତହସିଲଦାର ତାପସ ରାଉତଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢଉ କରିଥିଲେ । ୧୦ ଟି ଟ୍ରାକ୍ଟରକୁ ଜବତ କରି ତହସିଲ…

ନା ରହୁଛି ଅଫିସରଙ୍କ ଭୟ ନା ଫାଇନର, ରାତାରାତି ଟ୍ରାକ୍ଟର ଟ୍ରାକ୍ଟର ବାଲି ଚାଲିଯାଉଛି ଆନ୍ଧ୍ର 

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡାବା ପଞ୍ଚାୟତର ବଂଶଧାରା ନଦୀକୂଳରୁ ରାତି ଅଧିଆ ହେଉଛି ବାଲି ଚୋରା ଚାଲାଣ । ଟ୍ରାକ୍ଟର ଟ୍ରାକ୍ଟର ବାଲି ଚୋରାଚାଲାଣ ହେଉଛି ବିଳମ୍ବିତ ରାତ୍ରୀରେ । ପ୍ରତ୍ୟେକ ଟ୍ରାକ୍ଟର ପାଇଁ ରହୁଛନ୍ତି ସ୍ବତନ୍ତ୍ର ବାଲି ବୁହା ଶ୍ରମିକ…

ବିଧାନସଭା ପ୍ରଶ୍ନକାଳରେ ଗୃହରେ ବାଲି ତାତି: ସରକାରଙ୍କୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ

ଭୁବନେଶ୍ବର: ବିଧାନସଭା ପ୍ରଶ୍ନକାଳରେ ଗୃହରେ ବାଲି ତାତି। ବାଲି ତାତି ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ। ରାଜ୍ୟରେ ବ୍ୟାପକ ବାଲି ଚୋରି ହେଉଥିବାବେଳେ ସରକାର କାହିଁକି ବାଲି ନୀତି ଆଣୁନାହାଁନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ବାଲି ନୀତି ଚିଠା ପ୍ରସ୍ତାବ…