ଜଙ୍ଗଲ ଭିତରେ ପଡ଼ିଛି ବାଇକ ଆଉ ରକ୍ତ ଛିଟା, ମିଳିନି ନିଖୋଜ ଯୁବକର ପତ୍ତା

ଜଙ୍ଗଲ ଭିତରେ ପଡ଼ିଛି ବାଇକ ଆଉ ରକ୍ତ ଛିଟା । ଏପର୍ଯ୍ୟନ୍ତ ମିଳିନି ନିଖୋଜ ଯୁବକର ପତ୍ତା । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ବ୍ଲୁଲେକ ନିକଟ ଜଙ୍ଗଲ ଭିତରେ ପଡିଛି ବାଇକ ସାଙ୍ଗକୁ ରକ୍ତ ଛିଟା ।

ନୀଳଗିରି (କେନ୍ୟୁଜ): ଜଙ୍ଗଲ ଭିତରେ ପଡ଼ିଛି ବାଇକ ଆଉ ରକ୍ତ ଛିଟା । ଏପର୍ଯ୍ୟନ୍ତ ମିଳିନି ନିଖୋଜ ଯୁବକର ପତ୍ତା । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ବ୍ଲୁଲେକ ନିକଟ ଜଙ୍ଗଲ ଭିତରେ ପଡିଛି ବାଇକ ସାଙ୍ଗକୁ ରକ୍ତ ଛିଟା । ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ପୋଲିସ । ନିଖୋଜ ବାଇକ୍ ମାଲିକଙ୍କ ପରିବାର ଲୋକ ପହଂଚିଥିବା ବେଳେ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ । ସେନେଇ ତଦନ୍ତ ଚଳାଇଛି ପୋଲିସ ।