Below header

କାଲିଠୁ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ କାଉନସିଲିଂ ପ୍ରକ୍ରିୟା

ଓଜେଇଇ ୱେବ୍ ସାଇଟରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବି.ଟେକ, ବି.ଆର୍କ, ବି.ପ୍ଲାନ୍, ବି କ୍ୟାଟ, ଇଣ୍ଟିଗ୍ରେଟେଡ ଏମ୍ ସି ଏ ପାଇଁ ହେବ ଆବେଦନ। ଏହି ପାଠ ପଢିବାକୁ ଆଗ୍ରହ ଥିବା ଛାତ୍ରଛାତ୍ରୀ କରିବେ ଆବେଦନ।

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲି ଠୁ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ କାଉନସିଲିଂ ପ୍ରକ୍ରିୟା। ଓଜେଇଇ ୱେବ୍ ସାଇଟରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବି.ଟେକ, ବି.ଆର୍କ, ବି.ପ୍ଲାନ୍, ବି କ୍ୟାଟ, ଇଣ୍ଟିଗ୍ରେଟେଡ ଏମ୍ ସି ଏ ପାଇଁ ହେବ ଆବେଦନ। ଏହି ପାଠ ପଢିବାକୁ ଆଗ୍ରହ ଥିବା ଛାତ୍ରଛାତ୍ରୀ କରିବେ ଆବେଦନ।

ଆସନ୍ତା ଜୁଲାଇ ୧୨ତାରିଖ ଯାଏଁ ଚଏସ ଫିଲ କରି ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ । ୧୪ ତାରିଖରେ ଚଏସ ଲକିଂ କରିବେ। ୧୫ ତାରିଖ ସୁଦ୍ଧା ଶେଷ ହେବ ପଞ୍ଜିକରଣ ପ୍ରକ୍ରିୟା। ୧୯ରେ ପ୍ରକାଶ ପାଇବ ପ୍ରଥମ ସିଟ୍ ଆଲର୍ଟମେଣ୍ଟ ତାଲିକା। ୧୯ରୁ ୨୩ ଯାଏଁ ହେବ ଡକ୍ୟୁମେଣ୍ଟ ଭେରିଫିକେଶନ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଙ୍ଗ ସିଟ୍ ରେ ନାମଲେଖାଇବା ପାଇଁ ଓଜେଇଇ କରିଥାଏ କାଉନସେଲିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.