ନୂଆବର୍ଷରେ କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ, ଗହଳିରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ । ଗହଳିରେ ମାସ୍କ ପିନ୍ଧିବାକୁ ପରାମର୍ଶ । ନୂଆବର୍ଷ ପାଇଁ ପୁଣି ଥରେ ସତର୍କ କରାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କୋଭିଡ ନେଇ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନକୁ ରାଜ୍ୟରେ ଅନୁପାଳନ କରାଯାଉଛି । ଯେଉଁଠାକୁ ଆନ୍ତର୍ଜାତୀୟ ବିମାନ ଆସୁଛି ସେଠାରେ କୋଭିଡ କଟକଣା ପାଳନ ହେଉଛି। ରାଜ୍ୟକୁ ଆନ୍ତର୍ଜାତୀୟ ବିମାନ ଆସୁନାହିଁ ତେଣୁ ଚିନ୍ତା କରିବା ଆବଶ୍ୟକତା ନାହିଁ । ସବୁ କୋଭିଡ ପଜିଟିଭଙ୍କ ଜିନମ ସିକ୍ୱେନ୍‌ସିଂ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.