Below header

ଟ୍ରେନରୁ ଚୋରି କରିବା ଅଭିଯୋଗରେ ନିର୍ଧୁମ ମାଡ଼ ମାରିଲେ ଯାତ୍ରୀ

ବାଲେଶ୍ୱର(କେନ୍ୟୁଜ୍): ପିଟା ଖାଇଲା ଚୋର । ଟ୍ରେନରୁ ଚୋରି କରିବା ଅଭିଯୋଗରେ ଉତ୍ତମ ମଧ୍ୟମ ଦେଇଛନ୍ତି ଉତ୍ୟକ୍ତ ଲୋକ। ଜଣେ ଲୋକକୁ ରେଳବାଇ ପୋଲିସ ଉପସ୍ଥିତିରେ ନିର୍ଧୁମ ମାଡ଼ ମାରିଥିଲେ ଉତ୍ୟକ୍ତ ରେଳ ଯାତ୍ରୀ। ବାଲେଶ୍ୱର ଜଳେଶ୍ୱର ଷ୍ଟେସନରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଅଭିଯୋଗ ହୋଇଛି, ଖଡ଼ଗପୁର-ଭଦ୍ରକ ପାସେଞ୍ଜର ଟ୍ରେନରେ ଯାତ୍ରୀ ଉଠିବା ବେଳେ ଜଣେ ଅଣ ଓଡ଼ିଆ ଲୋକକୁ ମୋବାଇଲ୍‌ ଚୋର ସନ୍ଦେହରେ ପିଟିଥିଲେ ଯାତ୍ରୀ। ସେତେବେଳେ ପୋଲିସ ସାଜିଥିଲା ଦେଖଣାହାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.