Below header

ସାଲେପୁର ବେତେଇ ଗାଁରେ ଅଘଟଣ, ବିଦ୍ୟୁତ୍ ତାର ଲାଗି ଶାଶୁ ଓ ୨ ବୋହୂଙ୍କ ମୃତ୍ୟୁ

ସାଲେପୁର(କେନ୍ୟୁଜ୍): ସାଲେପୁର ବେତେଇ ଗାଁରେ ଅଘଟଣ । ବିଦ୍ୟୁତ୍ ତାର ଲାଗି ୩ ଜଣଙ୍କ ମୃତ୍ୟୁ ହୋଇଛି । ଶାଶୁ ଓ ୨ ବୋହୂଙ୍କ ମୃତ୍ୟୁ ହୋଇଛି । ତାରରେ ଲୁଗା ଶୁଖାଉ ଥିବାବେଳେ ଲାଗିଲା କରେଣ୍ଟ ଲାଗିଯାଇଥିଲା । ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.