Below header

ନନ୍ଦନକାନନରେ ବାଘ ଆତଙ୍କ! ଖାଇବାକୁ ଦେବାବେଳେ ଜାଲି ଛିଣ୍ଡାଇ ପଳାଇଲା

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ବାଘ ଆତଙ୍କ! ନନ୍ଦନକାନନ ସଫାରୀରେ ଥିବା ବାଘ ସୂରଜକୁ ଖାଇବାକୁ ଦେବାବେଳେ ସଫାରୀରୁ ଜାଲି ଛିଣ୍ଡାଇ ପଳାଇଥିଲା ।  ତେବେ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ସଫାରୀ ଭିତରେ ବାଘର ସନ୍ଧାନ ମିଳିଥିବା ନେଇ ସୂଚନା ମିଳିଛି।

ଅନ୍ଯପଟେ ଏବେ ବାଘ ସୂରଜ ସଫାରୀ ଭିତରେ ବିଚରଣ କରୁଥିବା ଜଣାପଡିଛି। ତେବେ ଘଟଣା ପରେ ନନ୍ଦନକାନନ ପରିସରରେ ଆତଙ୍କ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.