Below header

ଆଜି ୧୨ ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ ଡାକରା, କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀକରଣ ଦାବି

ଉଦଳା(କେନ୍ୟୁଜ୍): ୧୨ ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ ଡାକରା। ଦୀର୍ଘ ଦିନରୁ ବାରମ୍ବାର ହୋଇ ଆସୁଥିବା ଦାବିକୁ ପୁଣି ଦୋହରାଇଛି ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା । କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀକରଣ ଦାବିରେ ଆଜି ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ଡାକରାକୁ ସମର୍ଥନ କରିନି ଉଦଳା ବଣିକ ସଂଘ । ବନ୍ଦ ଡାକରାରେ କପ୍ତିପଦା, ଉଦଳା, ଖୁଣ୍ଟା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ଦୋକାନ ବଜାର ବନ୍ଦ ହୋଇଛି ।ବିଭିନ୍ନ ସ୍ଥାନକୁ ବସ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.