Below header

ଆଜି ବି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, କାଲି ତୁଳନାରେ ୧ ଡିଗ୍ରୀ ବଢ଼ି ହେଲା ୪୩.୨ ଡିଗ୍ରୀ

ଭୁବନେଶ୍ୱର: ଆଜି ବି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିବା ଭୁବନେଶ୍ୱର। ଗତ କାଲି ଭୁବନେଶ୍ୱରର ତାପମାତ୍ରା ୪୨.୨ ଡିଗ୍ରୀ ଥିବା ବେଳେ ଆଜି ଆଉ ୧ ଡିଗ୍ରୀ ବଢ଼ି ୪୩.୨ ଡିଗ୍ରୀ ରହିଛି। ସେହିପରି ରାଜ୍ୟର ୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ବୌଦ୍ଧ- ୪୨.୪ ଡିଗ୍ରୀ, ବାରିପଦା-୪୨.୪ ଡିଗ୍ରୀ, ଟିଟିଲାଗଡ଼-୪୨ ଡିଗ୍ରୀ, ଝାରସୁଗୁଡ଼ା- ୪୧.୮ ଡିଗ୍ରୀ, ସମ୍ବଲପୁର-୪୧.୫ ଡିଗ୍ରୀ, ନୟାଗଡ଼-୪୧.୫ଡିଗ୍ରୀ ତାପମାତ୍ରା ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.