Below header

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଚାଦର, ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର(କେନ୍ଯୁଜ୍): ଆଜି ସାରା ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ ହୋଇଛି । ପ୍ରବଳ କୁହୁଡି ଯୋଗୁ ସକାଳୁ ରାସ୍ତା ଦେଖାଯାଉନଥିଲା । ଫଳରେ ଲୋକେ ଯିବା ଆସିବାରେ ଅନେକ ଅସୁବିଧା ଭୋଗିଥିଲେ । ବିଶେଷକରି ପିଲାମାନେ ସକାଳୁ ସକାଳୁ ସ୍କୁଲ ଯିବା ପାଇଁ ହଇରାଣ ହୋଇଥିଲେ। ପ୍ରାୟ ଶହେ ମିଟିମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.