ଆଜି ଶିଶୁ ଦିବସ, ରାଜ୍ୟର ସବୁଠି ପାଳନ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ଜନ୍ମତିଥି

ଭୁବନେଶ୍ବର: ଆଜି ଶିଶୁ ଦିବସ । ଆଜି ରାଜ୍ୟର ସବୁଠି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଜବାହାରଙ୍କ ଜନ୍ମତିଥିକୁ ବେଶ ଧୂମଧାମରେ ପାଳନ କରାଯାଉଛି ।

Leave A Reply

Your email address will not be published.