Below header

ଆଜି ପାଳିତ ହେଉଛି ବିଶ୍ୱ ଲାଇନ୍ ମ୍ୟାନ ଦିବସ

ଆଜି ପାଳିତ ହେଉଛି ବିଶ୍ୱ ଲାଇନ୍ ମ୍ୟାନ ଦିବସ । ଏହି ପରିପେକ୍ଷିରେ ମୟୂରଭଞ୍ଜ ଜିଲ୍ଲା ପାୱାର ଗ୍ରିଡ୍ ପକ୍ଷରୁ ମଧ୍ୟ ଏହି ଦିବସ ପାଳନ କରାଯାଇଛି ।

ବାରିପଦା(କେନ୍ୟୁଜ): ଆଜି ପାଳିତ ହେଉଛି ବିଶ୍ୱ ଲାଇନ୍ ମ୍ୟାନ ଦିବସ । ଏହି ପରିପେକ୍ଷିରେ ମୟୂରଭଞ୍ଜ ଜିଲ୍ଲା ପାୱାର ଗ୍ରିଡ୍ ପକ୍ଷରୁ ମଧ୍ୟ ଏହି ଦିବସ ପାଳନ କରାଯାଇଛି । ପାୱାର ଗ୍ରୀଡ ବାରିପଦା ଶାଖାର  କାର୍ତ୍ତିକ ଚନ୍ଦ୍ର ସଏ, ବରିଷ୍ଠ ଡିଜିଏମ୍ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ୨୪ ଘଂଟା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ଏହି ଲାଇନ୍ ମ୍ୟାନଙ୍କ ଭୂମିକା ଅତୁଲନୀୟ ବୋଲି ପ୍ରକାଶ କରିଛନ୍ତି ।  ଏହି ଅବସରରେ ଉତ୍ତମ କାର୍ଯ୍ୟ ଯୋଗୁଁ ଲାଇନ୍ ମ୍ୟାନ ମାନଙ୍କୁ ସମ୍ମାନିତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.