Below header

ଆସନ୍ତାକାଲି ସାରା ରାଜ୍ୟରେ ପାଳିତ ହେବ ଇଦ୍‌: କଟକ ଅଞ୍ଜୁମାନ ଇସଲାମିଆ ପକ୍ଷରୁ ଘୋଷଣା

କଟକ (କେନ୍ୟୁଜ): ଆସନ୍ତାକାଲି ସାରା ରାଜ୍ୟରେ ପାଳିତ ହେବ ଇଦ୍‌। କଟକ ଅଞ୍ଜୁମାନ ଇସଲାମିଆ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ସନ୍ଧ୍ୟାରେ ଅଞ୍ଜୁମାନ ଇସଲାମିଆରେ ବସିଥିଲା ଚାନ୍ଦ କମିଟି।

ଓଡ଼ିଶାରେ କୌଣସି ସ୍ଥାନରେ ଚାନ୍ଦ ଦେଖିବାକୁ ମିଳିନାହିଁ। ତେଣୁ ଆଜି ମଧ୍ୟ ଉପବାସ ରକିବେ ମୁସଲିମ ଭାଇ ଭଉଣୀ। ଆସନ୍ତାକାଲି ପାଳିବେ ଇଦୁଲଫିତର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.