Browsing Tag

Eid festival

ଇଦ୍‌ରେ ନିଜର ୧୮ ନାତିନାତୁଣୀଙ୍କ ସହ ନଜର ଆସିଲେ ୟୁଏଇ ରାଷ୍ଟ୍ରପତି, କୋଳରେ ଦେଖାଗଲା ନହ୍ନି ଶେହଜାଦି

ଆଜି ଭାରତରେ ପାଳନ ହେଉଛି ଇଦ୍‌ ପର୍ବ । ଏହାର ଠିକ୍‌ ଦିନକ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୧୦ ତାରିଖ ବୁଧବାର ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପରି ମଧ୍ୟ-ପୂର୍ବର ଇସ୍‌ଲାମିକ ଦେଶଗୁଡ଼ିକ ଇଦ୍ ପାଳନ କରିଥିଲେ । ଇଦ୍ ଅବସରରେ ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍ ଜାଏଦ…

ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ପାଳିତ ହେବ ଇଦ୍ ଉଲ୍ ଫିତର୍

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ପାଳିତ ହେବ ଇଦ୍ ଉଲ୍ ଫିତର୍। ଆଜି ଚାନ୍ଦ ଦେଖା ନଯିବାରୁ ଆସନ୍ତା କାଲି ପାଳନ ହେବନାହିଁ ଇଦ୍ । ଏପ୍ରିଲ ୧୧ତାରିଖରେ ଇଦ ପାଳନ କରିବାକୁ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ନେଇଛି। ଇଦ ପାଳନ ପାଇଁ ଆଜି…

ଆସନ୍ତାକାଲି ସାରା ରାଜ୍ୟରେ ପାଳିତ ହେବ ଇଦ୍‌: କଟକ ଅଞ୍ଜୁମାନ ଇସଲାମିଆ ପକ୍ଷରୁ ଘୋଷଣା

କଟକ (କେନ୍ୟୁଜ): ଆସନ୍ତାକାଲି ସାରା ରାଜ୍ୟରେ ପାଳିତ ହେବ ଇଦ୍‌। କଟକ ଅଞ୍ଜୁମାନ ଇସଲାମିଆ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ସନ୍ଧ୍ୟାରେ ଅଞ୍ଜୁମାନ ଇସଲାମିଆରେ ବସିଥିଲା ଚାନ୍ଦ କମିଟି। ଓଡ଼ିଶାରେ କୌଣସି ସ୍ଥାନରେ ଚାନ୍ଦ ଦେଖିବାକୁ ମିଳିନାହିଁ। ତେଣୁ ଆଜି ମଧ୍ୟ ଉପବାସ ରକିବେ ମୁସଲିମ…

ଆସନ୍ତାକାଲି ପାଳନ ହେବ ଇଦ୍‌: କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ପାଳନ ହେବ ଇଦ୍‌ । ରାଜ୍ୟବ୍ୟାପୀ ମେ ୧୪ରେ ଇଦ୍‌ ପାଳନ କରିବାକୁ କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା ହୋଇଛି। ଗତକାଲି କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇନଥିଲା। ଚାନ୍ଦ ଦେଖାନଯିବାରୁ ଆଜି ଇଦ୍‌ ପାଳନ କରାଯାଇ ନାହିଁ। ଆସନ୍ତାକାଲି ଇଦ୍‌ ପାଳନ…

ଦେଶବାସୀଙ୍କୁ ଇଦର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦେଶବାସୀଙ୍କୁ ଇଦର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ସୁଖ, ଶାନ୍ତି, ଓ ସମୃଦ୍ଧି କାମନା କରିଛନ୍ତି ।  Warm greetings to all on the auspicious occasion of #EidUlFitr. May the spirit of #Eid bring happiness,…

ଆଜି ସାରା ଦେଶରେ ପାଳନ ହେଉଛି ଇଦ୍, ପ୍ରଶାସନ ପକ୍ଷରୁ ସମସ୍ତ ମସଜିଦ ସାମ୍ନାରେ ୧୪୪ ଧାରା ଜାରି

ଭୁବନେଶ୍ବର: ସାରା ଦେଶରେ ଆଜି ପାଳନ ହେଉଛି ଇଦ୍‌ । ଚାରିଆଡେ ଉତ୍ସାହର ମାହୋଲ। ତେବେ କରୋନା କଟକଣା ଭିତରେ ଆଜି ମୁସଲମାନ ଭାଇ ଭଉଣୀମାନେ ପାଳନ କରୁଛନ୍ତି ଇଦ୍‌। ଇଦ୍‌ଗାହ ଓ ମସଜିଦରେ ସମୁହ ନମାଜ ପାଠ ନକରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି। ତେଣୁ ପ୍ରଶାସନ ପକ୍ଷରୁ ୧୪୪ ଧାରା…

ଆସନ୍ତାକାଲି ପାଳନ ହେବ ଇଦ୍, କରୋନା ଲକ୍ ଡାଉନ୍ ପାଇଁ ଚଳିତ ବର୍ଷ ସମୂହ ନମାଜ ପାଠକୁ ମନା

ଭୁବନେଶ୍ବର: ଆସନ୍ତାକାଲି ଇଦ୍ । ଶନିବାର ଚାନ୍ଦ ଦେଖାନଯିବାରୁ ଆଜି ଇଦ୍ ପାଳନ କରାଯାଇନାହିଁ । ଫଳରେ ଆସନ୍ତାକାଲି ରାଜ୍ଯରେ ପାଳନ ହେବ ଇଦ୍ । ଏନେଇ ବିଭିନ୍ନ ମସଜିଦ୍ ପକ୍ଷରୁ ସୂଚନା ମିଳିଛି । ତେବେ ଚାରିଆଡେ କରୋନା ଲକ୍ ଡାଉନ୍ ସ୍ଥିତି ପାଇଁ ଚଳିତ ବର୍ଷ ଇଦରେ ସମୂହ ନମାଜ ପାଠ ହେବ ନାହିଁ…