ଦେଶବାସୀଙ୍କୁ ଇଦର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦେଶବାସୀଙ୍କୁ ଇଦର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ସୁଖ, ଶାନ୍ତି, ଓ ସମୃଦ୍ଧି କାମନା କରିଛନ୍ତି । 

ଅପରପକ୍ଷେ ସାରା ଦେଶରେ ଆଜି ପାଳନ ଇଦ୍‌ ହେଉଛି । ତେବେ କରୋନା କଟକଣା ଭିତରେ ଆଜି ମୁସଲମାନ ଭାଇ ଭଉଣୀମାନେ ପାଳନ କରୁଛନ୍ତି ଇଦ୍‌। ଇଦ୍‌ଗାହ ଓ ମସଜିଦରେ ସମୁହ ନମାଜ ପାଠ ନକରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.