ଇଦ ପର୍ବରେ ଗୋଲାପ ଫୁଲ ଦେଇ ମୁସଲମାନ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ
ଯାଜପୁର: ଆଜି ହେଉଛି ପବିତ୍ର ଇଦ-ଉଲ-ଫିତର । ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି କିଛି ଜିଲ୍ଲା । ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳନ କରୁଛନ୍ତି ମୁସଲମାନ ଧର୍ମାବଲମ୍ବୀ । ଭୋରରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ…