Below header
Browsing Tag

Eid celebrated

ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ, ମସଜିଦରେ ଚାଲିଛି ସମୁହ ନମାଜ ପାଠ

ଭୁବନେଶ୍ୱର (କେନ୍ୟୁଜ): ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ବିରିୟାନୀ, ଲଛା, ସିମେଇ , ଖଜୁର ଓ ସର୍ବତ ପ୍ରସ୍ତୁତ ହୋଇ ରହିଛି । ଆଜି ଇଦ ସହ ଶେଷ ହେବ…

ଚାନ୍ଦ ଦିଶିଲା, ରୋଜା ଭାଙ୍ଗିଲା: ଆଜି କଟକରେ ଧୂମଧାମରେ ପାଳନ ହେବ ‘ଇଦ୍’

କଟକ (କେନ୍ୟୁଜ): ଆଜି ଇଦ-ଉଲ-ଫିତର । ଶେଷ ହୋଇଛି ପବିତ୍ର ରମଜାନ ମାସ । ଆଜି ଇଦ ପାଳନ ନେଇ ଘୋଷଣା କରିଛି କଟକ ଚାନ୍ଦ କମିଟି । ଶୁକ୍ରବାର ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ହେବା ପରେ ଆଜି ଇଦ୍‌ ପାଳନ କରିବାକୁ କଟକ ଦେଓ୍ଵାନ ବଜାର ଠାରେ ବସିଥିବା ଚାନ୍ଦ କମିଟି ନିଷ୍ପତି ଗ୍ରହଣ କରିଛି ।…

ଦେଶବାସୀଙ୍କୁ ଇଦର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦେଶବାସୀଙ୍କୁ ଇଦର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ସୁଖ, ଶାନ୍ତି, ଓ ସମୃଦ୍ଧି କାମନା କରିଛନ୍ତି ।  Warm greetings to all on the auspicious occasion of #EidUlFitr. May the spirit of #Eid bring happiness,…

ଆଜି ସାରା ଦେଶରେ ପାଳନ ହେଉଛି ଇଦ୍, ପ୍ରଶାସନ ପକ୍ଷରୁ ସମସ୍ତ ମସଜିଦ ସାମ୍ନାରେ ୧୪୪ ଧାରା ଜାରି

ଭୁବନେଶ୍ବର: ସାରା ଦେଶରେ ଆଜି ପାଳନ ହେଉଛି ଇଦ୍‌ । ଚାରିଆଡେ ଉତ୍ସାହର ମାହୋଲ। ତେବେ କରୋନା କଟକଣା ଭିତରେ ଆଜି ମୁସଲମାନ ଭାଇ ଭଉଣୀମାନେ ପାଳନ କରୁଛନ୍ତି ଇଦ୍‌। ଇଦ୍‌ଗାହ ଓ ମସଜିଦରେ ସମୁହ ନମାଜ ପାଠ ନକରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି। ତେଣୁ ପ୍ରଶାସନ ପକ୍ଷରୁ ୧୪୪ ଧାରା…

ଆସନ୍ତାକାଲି ପାଳନ ହେବ ଇଦ୍, କରୋନା ଲକ୍ ଡାଉନ୍ ପାଇଁ ଚଳିତ ବର୍ଷ ସମୂହ ନମାଜ ପାଠକୁ ମନା

ଭୁବନେଶ୍ବର: ଆସନ୍ତାକାଲି ଇଦ୍ । ଶନିବାର ଚାନ୍ଦ ଦେଖାନଯିବାରୁ ଆଜି ଇଦ୍ ପାଳନ କରାଯାଇନାହିଁ । ଫଳରେ ଆସନ୍ତାକାଲି ରାଜ୍ଯରେ ପାଳନ ହେବ ଇଦ୍ । ଏନେଇ ବିଭିନ୍ନ ମସଜିଦ୍ ପକ୍ଷରୁ ସୂଚନା ମିଳିଛି । ତେବେ ଚାରିଆଡେ କରୋନା ଲକ୍ ଡାଉନ୍ ସ୍ଥିତି ପାଇଁ ଚଳିତ ବର୍ଷ ଇଦରେ ସମୂହ ନମାଜ ପାଠ ହେବ ନାହିଁ…