Browsing Tag

eid celebration

ପୁଞ୍ଛରେ ସେନା ଟ୍ରକ ଉପରେ ଆକ୍ରମଣ ଘଟଣା: ଟ୍ରକରେ ରହିଥିଲା ଇଫତାର ପାର୍ଟି ପାଇଁ ଜିନିଷ, ଇଦ୍‌ ପାଳନ କରିବାକୁ ମନା…

ଜମ୍ମୁ କଶ୍ମୀରର ପୁଞ୍ଛରେ ଗରୁବାର ଦିନ ସେନା ଟ୍ରକ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ । ଆକ୍ରମଣରେ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଟ୍ରକରେ ଇଫତାର ପାର୍ଟି ପାଇଁ ଜିନିଷ ଯାଉଥିଲା । ସେନା ଟ୍ରକରେ ପୁଞ୍ଛର ଏକ ଗାଁରେ ହେବାକୁ ଥିବା ଇଫତାର ପାର୍ଟି ପାଇଁ…

ଆସନ୍ତାକାଲି ସାରା ରାଜ୍ୟରେ ପାଳିତ ହେବ ଇଦ୍‌: କଟକ ଅଞ୍ଜୁମାନ ଇସଲାମିଆ ପକ୍ଷରୁ ଘୋଷଣା

କଟକ (କେନ୍ୟୁଜ): ଆସନ୍ତାକାଲି ସାରା ରାଜ୍ୟରେ ପାଳିତ ହେବ ଇଦ୍‌। କଟକ ଅଞ୍ଜୁମାନ ଇସଲାମିଆ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ସନ୍ଧ୍ୟାରେ ଅଞ୍ଜୁମାନ ଇସଲାମିଆରେ ବସିଥିଲା ଚାନ୍ଦ କମିଟି। ଓଡ଼ିଶାରେ କୌଣସି ସ୍ଥାନରେ ଚାନ୍ଦ ଦେଖିବାକୁ ମିଳିନାହିଁ। ତେଣୁ ଆଜି ମଧ୍ୟ ଉପବାସ ରକିବେ ମୁସଲିମ…

ଆସନ୍ତାକାଲି ପାଳନ ହେବ ଇଦ୍‌: କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ପାଳନ ହେବ ଇଦ୍‌ । ରାଜ୍ୟବ୍ୟାପୀ ମେ ୧୪ରେ ଇଦ୍‌ ପାଳନ କରିବାକୁ କଟକ ଅଞ୍ଜୁମନ ଇସ୍‌ଲାମୀୟ ଚାନ୍ଦ କମିଟି ପକ୍ଷରୁ ଘୋଷଣା ହୋଇଛି। ଗତକାଲି କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇନଥିଲା। ଚାନ୍ଦ ଦେଖାନଯିବାରୁ ଆଜି ଇଦ୍‌ ପାଳନ କରାଯାଇ ନାହିଁ। ଆସନ୍ତାକାଲି ଇଦ୍‌ ପାଳନ…

ଇଦ୍‌ ପାଇଁ ଉତ୍ସବମୁଖର ପରିବେଶ, ସକାଳୁ ସକାଳୁ ମସଜିଦ ଓ ଦରଗାରେ ସମୂହ ନମାଜ ପାଠ ପାଇଁ ଲାଗିଛି ଭିଡ଼

କେନ୍ୟୁଜ୍: ଇଦ୍‌ ପାଇଁ ଉତ୍ସବମୁଖର ପରିବେଶ । ସକାଳୁ ସକାଳୁ ମସଜିଦ ଓ ଦରଗାରେ ସମୂହ ନମାଜ ପାଠ ପାଇଁ ଲାଗିଛି ଭିଡ଼ । ନୂଆ ପୋଷାକ ପିନ୍ଧି ମୁସଲମାନମାନେ ନମାଜ ପାଠ ପାଇଁ ଯାଉଛନ୍ତି । ପରସ୍ପର ପରସ୍ପରକୁ ଇଦ୍‌ ମୁବାରକ ଜଣାଉଛନ୍ତି । ମସଜିଦ ଗୁଡ଼ିକ ରଙ୍ଗିନ ଆଲୋକରେ ଝଲସୁଛି । ଏକମାସ ଧରି…